ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରରେ ନୂଆବର୍ଷ ଉତ୍ସବ ମନା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ନୂଆବର୍ଷ ଉତ୍ସବ ବନ୍ଦ କରାଯାଇଛି। ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା‌ ୮୦୦ ଅତିକ୍ରମ କରିଛି। ଦ୍ରୁତ ଗତିରେ ଓମିକ୍ରନ୍‌ ମାଡ଼ୁଥିବାରୁ ପ୍ରମୁଖ ସହରମାନଙ୍କରେ ଅଧିକ କଟକଣା କଡ଼ାକଡ଼ି ‌ହୋଇଛି। ଦିଲ୍ଲୀରେ ମିନି ଲକ୍‌ଡାଉନ୍ ହୋଇଛି। ମଙ୍ଗଳବାର ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ହୋଇଛି। ନୂଆବର୍ଷ ପାଇଁ ଦିଲ୍ଲୀରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ। … Continue reading ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରରେ ନୂଆବର୍ଷ ଉତ୍ସବ ମନା